ଥାନା ଅଧିକାରୀଙ୍କୁ ଆକ୍ରମଣ

0

କନ୍ଧମାଳ: ଗୋଚ୍ଛାପଡା ଥାନ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ କିଛି ଅସାମାଜିକ ଯୁବକ ଆକ୍ରମଣ କରିଥିବା ଜଣାପଡିଛି । ଫୁଲବାଣୀ ବଜାର ନିକଟରେ ୭ରୁ ଅଧିକ ଗଞ୍ଜେଇ ମାଫିଆ ମାରଣା ଅସ୍ତ୍ର ସହ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି । ତାଙ୍କ ଶରୀରରେ ଗଭୀର କ୍ଷତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି ।

Leave A Reply