ଜ୍ବାଇଁର ଗୋଡ ହାଣି ଛିଣ୍ଡାଇଦେଲା ଶ୍ବଶୁର

ବୌଦ୍ଧ : ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁଡା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜ୍ବାଇଁର ଗୋଡ ହାଣି ଶ୍ବଶୁର ଛିଣ୍ଡାଇଦେଇଥିବା ଜଣାପଡିଛି। ଝିଅ ପ୍ରେମ ବିବାହ କରିଥିବାରୁ ବାପା ରାଗରେ ଜ୍ବାଇଁର ଗୋଡକୁ ଟାଙ୍ଗିଆରେ ହାଣିଦେଇଛି। ଗୁରୁତର ଜ୍ବାଇଁକୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.