ସପିଂମଲରେ ଯୁବତୀଙ୍କ ବେକ କାଟିଲେ ଦୁର୍ବୃତ୍ତ

0

କଟକ : କଟକ ବଜ୍ରକବାଟି ସ୍ଥିତ ଏକ ସପିଂ ମଲରେ ରବିବାର ସନ୍ଧ୍ୟାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଦୁର୍ବୃତ୍ତ ଯୁବତୀଙ୍କ ବେକ ବ୍ଲେଡରେ କାଟିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଯୁବତୀ ଜଣକୁ ଏସିବି ମେଡିକାଲରେ ଭର୍ତ୍ତି କରିଛନ୍ତି। ଉକ୍ତ ଯୁବକକୁ ସ୍ଥାନୀୟ ଲୋକେ ନିର୍ଧୁମ ମାଡ ମାରିଥିବା ମଧ୍ୟ ଜଣାପଡିଛି। କେଉଁ କାରଣରୁ ଏହା ଘଟିଛି ତାହା ଜଣାପଡିନାହିଁ।

Leave A Reply