ବାର୍‍ହା ଆକ୍ରମଣରେ ଜଣେ ଗୁରୁତର

0

ଭଞ୍ଜନଗର : ବାର୍‍ହା ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ୪ ରୁ ୫ଟି ଜଙ୍ଗଲୀ ବାର୍‍ହା ତାଙ୍କୁ ଏକତ୍ର ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଆକ୍ରମଣ କାରଣରୁ ସେ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଭଞ୍ଜନଗର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply