ଏଟିଏମ ଲୁଟ ଉଦ୍ୟମ ବିଫଳ

0

ବାଲେଶ୍ୱର: ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ନୀଳିଆବାଗ ଅଞ୍ଚଳରେ ଏସବିଆଇ ଏଟିଏମ୍‍ ଲୁଟ ଉଦ୍ୟମ ହୋଇଛି। ଦୁବୁର୍ତ୍ତମାନେ ଏଟିଏମ୍‍ ଭାଙ୍ଗି ଦେଇଥିଲେ ମଧ୍ୟ ଟଙ୍କା ଲୁଟ କରି ପାରି ନାହାନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏଟିଏମ୍‍ ଲୁଟ ଉଦ୍ୟମ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply