ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଅଭିଯୋଗ

0

ବାଲେଶ୍ବର : ସିମୁଳିଆ ଥାନା ଅନ୍ତର୍ଗତ ସାହୁଖୁର୍ଦା ଛକ ନିକଟ ଏକ ଏଟିଏମ୍‌ରୁ ଳୁଟ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଇଣ୍ଡିସ ବ୍ୟାଙ୍କର ଏଟିଏମ୍‌କୁ ଭାଙ୍ଗି ଟଙ୍କା ଲୁଟ କରି ନେଇଥିବା ଜଣାପଡିଛି। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply