ଲାଞ୍ଚ ନେଇ ଗିରଫ ହେଲେ ଲହୁଣିପଡ଼ା ତହସିଲର ଏଆରଆଇ

0

ରାଉରକେଲା: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ତହସିଲର ଏଆରଆଇ ଭବାନୀ ଶଙ୍କର ତ୍ରିପାଠୀ । ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଜାତିଗତ ପ୍ରମାଣ ପତ୍ର ପାଇଁ ଜଣଙ୍କ ଠାରୁ ୧୨ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

Leave A Reply