ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଅଧିକାରୀ ଗିରଫ

ମୟୂରଭଞ୍ଜ: ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ପୁଲିସ ଅଧିକାରୀ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ପୁଲିସ ଏଏସଆଇ ଶୁଭେନ୍ଦୁ ବେହେରା। ଏହି ମାମଲାରେ ପ୍ରଥମେ ତାଙ୍କୁ ବଦଳି କରାଯାଇଥିଲା କିନ୍ତୁ ପରେ ତାଙ୍କୁ ଗିରଫ କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଘଟିଛି।

Comments are closed.