ନକଲି ଶିକ୍ଷୟତ୍ରୀ ଗିରଫ

0

କେନ୍ଦ୍ରାପଡା : କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ କେନ୍ଦ୍ରାପଡାରୁ ଜଣେ ନକଲି ଶିକ୍ଷୟତ୍ରୀଙ୍କୁ ଗିରଫ କରାଯାଇଛି । ନିଜକୁ ଶିକ୍ଷୟତ୍ରୀ ଦର୍ଶାଇ ଜାଲ୍ ପ୍ରମାଣପତ୍ର ଦେଇ ଟଙ୍କା ହଡପ କରୁଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା ।  ବିଲହାଟ ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି । ଗିରଫ ମହିଳା ଜଣଙ୍କ ହେଲେ ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ଅଞ୍ଚଳରେ ବୋଲି ଜଣାପଡିଛି।

Leave A Reply