ଲାଞ୍ଚ ନେବା ଅଭିଯୋଗରେ ଆକାଉଟାଣ୍ଟ ଗିରଫ

0

ବଣାଇ: ଲାଞ୍ଚ ନେବା ଅଭିଯୋଗରେ ରାଉରକେଲାର ଗୁରୁଣ୍ଡିଆ ବ୍ଳକ୍ ଶିକ୍ଷା କାର୍ଯ୍ୟାଳୟର ଜଣେ ଆକାଉଟାଣ୍ଟ ଗିରଫ ହୋଇଛନ୍ତି । ସେ ସର୍ଭିସ ବୁକ ଏବଂ ଏଲପିସି କାମ କରାଇ ଦେବା ପାଇଁ ୯ଜଣ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ଅଭିଯୋଗ ହୋଇଥିଲା । ୪୫୦୦ ନଗଦ ଟଙ୍କା ସହ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

Leave A Reply