କଳା ଟଙ୍କା କାରବାର ସନ୍ଦେହରେ ୩ ଠିକାଦର ଗିରଫ

0

କୋରାପୁଟ: ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ୍‌ ଏରୋନେଟିକ୍ସ ଲିମିଟେଡରେ କାର୍ଯ୍ୟରତ ୩ ଜଣ ଠିକାଦାରଙ୍କୁ ପୁଲିସ ଗିରଫ କରିଛି । ଆର୍ଥିକ ଅନିୟମିତତା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ବିଭିନ୍ନ ପର୍ୟ୍ୟାୟରେ ଏମାନଙ୍କ ବ୍ୟାଙ୍କ ଖାତାକୁ ୪୫ ଲକ୍ଷ ଟଙ୍କା ଆସିଥିଲା । ଏହାକୁ ନେଇ ସନ୍ଦେହ ହେଲା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ପୁଲିସ ଜଣାଇଥିଲେ । କଳା ଟଙ୍କା କାରବାରରେ ଏମାନେ ସଂପୃକ୍ତ ଥିବା ନେଇ ପୁଲିସ ସନ୍ଦେହରେ ଗିରଫ କରି କୋର୍ଟ ଚାଲଣ କରିଛି ।

Leave A Reply