ଲାଞ୍ଚ ନେଇ ଗିରଫ ହେ​‌ଲେ​‌ ଯୋଡା ପୌର ସଂସ୍ଥାର ଆକାଉଟାଣ୍ଟ

0

କେନ୍ଦୁଝର: ଯୋଡା ପୌର ସଂସ୍ଥାର ଆକାଉଟାଣ୍ଟ ବିଜୟ କୁମାର ରାଣାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜଣଙ୍କଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉତିବା ବେଳେ ପୁଲିସ ପହଞ୍ଚି ତାଙ୍କୁ ଗିରଫ କରିଥିଲା।

Leave A Reply