ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଜ​‌ଣେ ଗିରଫ

0

ଫୁଲବାଣୀ : ବେଆଇନ ବନ୍ଧୁକ ରଖିବା ଅଭି​‌ଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଯୁବକ ଜଣକ ଫୁଲବାଣୀ ଅନ୍ତର୍ଗତ କେଲାପଡା ପଞ୍ଚାୟତ କରାଣ୍ଡିବାଲି ଗ୍ରାମର ବୋଲି ଜଣାପଡିଛି। ଫିଙ୍ଗିରିଆ ପୁଲିସ ଯୁବକଙ୍କ ନିକଟରୁ ବନ୍ଧୁକ ଜବତ କରିଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply