୪ ଅପରାଧୀ ଗିରଫ, ମାରଣାସ୍ତ୍ର ଜବତ

0

ଆନନ୍ଦପୁର : ଶାଳବଣୀ ହାଟ ନିକଟରୁ ୪ ଅପରାଧୀ ଗିରଫ ହୋଇଛନ୍ତି। ସେମାନେ ଡକାୟତି ଯୋଜନା କରୁଥିବାର ଖବର ଆନନ୍ଦପୁର ପୁଲିସ ପାଇଥିଲା। ତାପରେ ଘଟଣାସ୍ଥଳରେ ପୁଲିସ ଚଢାଉ କରି ୪ଜଣଙ୍କୁ ଗିରଫ କରିଥିବା​‌ ବେଳେ ୨ଜଣ ଅପରାଧୀ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଗିରଫ ଅପରାଧୀଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି।

 

Leave A Reply