ଡ଼କାୟତ ଗିରଫ

0

ଜୟପୁର : ଜୟପୁର ଟାଉନ ପୁଲିସଙ୍କ ଦ୍ୱାରା ୭ ଜଣ ଡ଼କାୟତ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ପୁଲସି ସୂଚନା ପାଇ ଚଢଉ କରିଥିଲା। ସେମାନଙ୍କ ଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି।

Leave A Reply