ଶିଶୁ କନ୍ୟାକୁ ଅସଦାଚରଣ ଅଭିଯୋଗ

0

ଅନୁଗୁଳ : ଅନଗୁଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ବରଗୌଣଆ ଗ୍ରାମର ଏକ ସାଢେ ୩ ବର୍ଷର ଶିଶୁ କନ୍ୟାକୁ ସେହି ଗ୍ରାମର ଜଣେ ୧୬ ବର୍ଷର ନାବାଳକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଶିଶୁ କନ୍ୟାର ପିତା ବନ୍ତଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଶନିବାର ରାତିରେ ଅଭିଯୋଗ ପାଇବା ପରେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି ।

Leave A Reply