ଅସାମାଜିକ ଯୁବକଙ୍କୁ କାବୁ

0

ବ୍ରହ୍ମପୁର: ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତିକୁ ଧରି ପୁଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ସ୍ଥାନୀୟ ଅଶୋକନଗରରେ ଆତଙ୍କ ସୃଷ୍ଟି କରୁଥିବା ୭ଜଣ ଅସାମାଜିକ ଯୁବକଙ୍କୁ ସ୍ଥାନୀୟ ଲୋକ ମାଡ ମାରିବା ସହ ବୈଦ୍ୟନାଥପୁର ପୁଲିସ ଜିମାରେ ଦେଇଛନ୍ତି। ସେମାନଙ୍କ ଠାରୁ ମାଉଜର,ଦୁଇଟି ଗୁଳି ଓ ଖଣ୍ଡା ଜବତ କରାଯାଇଛି।

Leave A Reply