ଯାଞ୍ଚରୁ ସ୍ପଷ୍ଟ, ମାଛରେ ମିଶୁଛି ବିଷ

0

କଟକ: ଆସାମ ପରେ ଓଡିଶା ମାଛରେ ବିଷାକ୍ତ ରସାୟନିକ ଥିବା ଜଣାପଡିଛି। ଭୁବନେଶ୍ବରରେ ବିକ୍ରି ହେଉଥିବା ମାଛର ନମୁନା ପରୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି। ଏନେଇ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ସଚିବ ବିଶାଲ ଗଗନ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମାଛକୁ ଦୀର୍ଘ ଦିନ ଧରି ସତେଜ ରଖିବା ପାଇଁ ଫର୍ମାଲିନ ଡିହାଇର୍ଟ କେମିକାଲ ବ୍ୟବହାର ହେଉଥିବା ଜାଣିଲା ପରେ ଆସାମ ସରକାର ଆନ୍ଧ୍ରପ୍ରଦେଶରୁ ମାଛ ଆମଦାନୀ ଉପରେ କଟକଣା ଜାରି କରିଥିଲେ। ଆସାମ ସରକାର ବୁଧବାରଠାରୁ ୧୦ ଦିନ ପର୍ୟ୍ୟନ୍ତ ଆନ୍ଧ୍ରରୁ ମାଛ ଆମଦୀନ ବନ୍ଦ କରି ଦେଇଛନ୍ତି। ଏହି ଘଟଣା ଜଣାପଡିବା ପରେ ଓଡିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି।

Leave A Reply