ଆମ୍ବୁଲାନ୍ସ ଧକ୍କାରେ ସ୍କୁଲ ଛାତ୍ରଙ୍କ ସମେତ ୪ ଗୁରୁତର : ଟାୟାର ଜାଳି ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ

ଜଗତସିଂହପୁର : ଜଗତସିଂହପୁର ଥାନା ଅନ୍ତର୍ଗତ ଗାଲୁପଡା ଠାରେ ଶୁକ୍ରବାର ଆମ୍ବୁଲାନ୍ସ ଧକ୍କାରେ ସ୍କୁଲ ଛାତ୍ରଙ୍କ ସମେତ ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଇଫକୋର ଆମ୍ବୁଲାନ୍ସ ଚାଳକ ମଦ ପିଇ ଗାଡ଼ି ଚଳାଇ ୩ଜାଗା ଧକ୍କା କରିଥିଲେ। ଏଥିରେ ସ୍କୁଲ ଛାତ୍ରଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଗାଲୁପଡାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।

Comments are closed.