ସିରିଆକୁ ନେଇ ଆମେରିକା-ରୁଷ ମୁହାଁମୁହିଁ

0

ୱାସିଂଟନ: ସିରିଆ ଉପରେ ବୋମା ମାଡ଼ ପରେ ଆମେରିକା ଓ ରୁଷ ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି। ରୁଷ ଏହି ଘଟଣା ପରେ ତୁରନ୍ତ ଜାତିସଂଘର ଜରୁରୀକାଳୀନ ବୈଠକର ଡାକରା ଦେଇଛି। ରୁଷ ରାଷ୍ଟ୍ରପତି ପୁତିନ୍‌ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅପରପକ୍ଷରେ ସିରିଆରେ ରାସାୟିନିକ ବୋମା ବିସ୍ଫୋରଣ ପରେ ଆମେରିକା ଦ୍ୱାରା କରାଯାଇ ଥିବା ବୋମାମାଡ଼ ଏକ ସଠିକ୍‌ ପଦକ୍ଷେପ ବୋଲି ଆମେରିକା ପ୍ରକାଶ କରିଛି।

Leave A Reply