ଅଜୟ ଦେବଗନଙ୍କର ରେଡ୍‌  ପ୍ରଥମ ଦିନରେ ୧୦.୦୪ କୋଟି ଟଙ୍କା ଆୟ

0

ମୁମ୍ବାଇ:  ଅଜୟ ଦେବଙ୍କ ଅଭିନୀତ ରେଡ୍‌ ସିନେମା ପ୍ରଥମ ଦିନରେ ୧୦.୦୪ କୋଟି ଟଙ୍କା ଆୟ କରିଛି । ୨୦୧୮ ମସିହାରେ ପ୍ରଥଣ ଦିନରେ ସର୍ବାଧିକ ଆୟ କରିଥିବା ସିନେମା ତାଲିକାର ଏହା ତୃତୀୟ ସ୍ଥାନରେ ରହିଛଇ । ସଞ୍ଜୟ ଲୀଲା ବଂଶାଲୀଙ୍କର ସିନେମା ପଦ୍ମବତ ପ୍ରଥମ ଦିନରେ ସର୍ବିଧିକ ଟଙ୍କା ଆୟ କରିଥିଲା ।ଏହି ସିନେମା ପ୍ରଥଣ ଦିନରେ ୧୯ କୋଟି ଟଙ୍କା ଆୟ କରିଥିଲା । ଦ୍ୱିତୀୟ ସର୍ବଧିକ ଆୟ କରିଥିବା ସିନେମା ହେଉଛି ପ୍ୟାଡମ୍ୟାନ ୧୦.୨୬ କୋଟି ଟଙ୍କା ଆୟ କରିଥିଲା । ଅଜୟ ଦେବଗନ ତୃତୀୟ ସ୍ଥାନରେ ଥିବା ବେଳେ , ଚତୁର୍ଥ ସ୍ଥାନରେ ସୋନୁ କେ ଟିଟୁକେ ସ୍ୱିଟି ୬.୪୨ କୋଟି ଓ ପଞ୍ଚମ ସ୍ଥାନରେ ପରୀ ସିନେମା ୪.୩୬ କୋଟି ଟଙ୍କା ଆୟ କରିଥିଲା ।

Leave A Reply