ଏୟାରଟେଲ ଲଞ୍ଚ କଲା ୩୦୦ଟଙ୍କାରୁ କମ ମୂଲ୍ୟର ପ୍ଲାନ

0

ନୂଆଦିଲ୍ଲୀ : ଏୟାରଟେଲ ତାର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ପ୍ରି-ପେଡ ପ୍ଲାନ ଲଞ୍ଚ କରିଛି। ଏୟାରଟେଲର ଏହି ପ୍ରି-ପେଡ ପ୍ଲାନର ମୂଲ୍ୟ ୨୯୮ଟଙ୍କା। ଏୟାରଟେଲର ଏହି ପ୍ଲାନର ଟକ୍କର ସିଧାସଳଖ ନିକଟରେ ଭୋଡାଫୋନର ଲଞ୍ଚ ହୋଇଥିବା ୨୭୯ଟଙ୍କାର ପ୍ଲାନ ସହିତ ହେବ। ଏୟାରରଟେଲର ଏହି ପ୍ଲାନ ସମସ୍ଥ ସର୍କଲ ପାଇଁ ଉପଲବ୍ଧ ରହିଛି।

courtesy-newstrack.com

ଏୟାରଟେଲର ନୂଆ ୨୮୯ଟଙ୍କା ପ୍ଲାନରେ ଅନଲିମିଟେଡ କଲିଙ୍ଗ ସହିତ ପ୍ରତିଦିନ ୧ଜିବି ୨ଜି/୩ଜି/୪ଜି ଡାଟା ମିଳିବ। ଏହି ପ୍ଲାନରେ ପ୍ରତିଦିନ ୧୦୦ମେସେଜ ମଧ୍ୟ କରିପାରିବେ। ଯାହାର ବୈଧତା ୪୮ଦିନ। ଭୋଡାଫୋନର ୨୭୯ଟଙ୍କାର ପ୍ଲାନରେ ୮୪ଦିନର ବୈଧତା ରହିଛି। ଏହି ପ୍ଲାନରେ ରୋମିଙ୍ଗରେ ମାଗଣା ଇନକମିଙ୍ଗ ସହିତ ଅନଲିମିଟେଡ ଆଉଟଗୋଇଙ୍ଗ କଲିଙ୍ଗ କରିପାରିବେ।

Leave A Reply