୨୦୧୯ରେ ଉଡିବ ସର୍ବ ବୃହତ ଏୟାର ବସ

0

ନୂଆଦିଲ୍ଲୀ: ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସର୍ବ-ବୃହତ ଏୟାର ବସ ‘‘ବେଲୁଗା ଏକ୍ସଏଲ୍’’ ୨୦୧୯ ମସିହାରେ ଉହାଣ ଭରିବ । ଏହି ଏୟାର ବସଟି କ୍ରିୟୁ ମେମ୍ବରଙ୍କ ସମେତ ୬୮୦ ଜଣଙ୍କୁ ନେଇ ଯାତ୍ରା କରିବାର ଦକ୍ଷତା ରହିଛି। ଦୁଇଟି ଆଖି ଓ ବଡ ହସ ଭଳି ଦିଶୁଥିବା ‘‘ବେଲୁଗା ଏକ୍ସଏଲ୍’’ ଏୟାର ବସ ଗୁରୁବାର ଦିନ ପରୀକ୍ଷାମୂଳକ ଉଡାଣ ଭରିଥିବା ଦେଖିବାକୁ ମିଳିଛି ।

Leave A Reply