ଭୁବନେଶ୍ୱର ବିମାନ ବନ୍ଦରୁ ସୁନା ଜବତ

0

ଭୁବନେଶ୍ୱର: ପୁଣି ଥରେ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ସୁନା। ଗତ କିଛି ମାସ ହେବ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଯାତ୍ରୀଙ୍କ ଠାରୁ ବିପୁଳ ପରିମାଣରେ ଚୋରା ସୁନା ଜବତ ହେଉଛି।
ଆଜି ବିମାନ ବନ୍ଦରରୁ ଜଣେ ପଞ୍ଜାବୀ ଯାତ୍ରୀଙ୍କ ଠାରୁ ୨୪୯ଗ୍ରାମର ସୁନା ଜବତ କରାଯାଇଛି। ସୁନାର ଚୋରାଚାଲାଣ ସମୟରେ ବହିଃଶୁକ୍ଲ ବିଭାଗ ଯାତ୍ରୀ ମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave A Reply