ଆଦିତ୍ୟ ହ୍ୟୁଣ୍ଡାଇରେ ‘ଅଲ୍‍ ନିୟୁ ସାଣ୍ଟ୍ରୋ’ର ବଜାର ପ୍ରବେଶ

0

ଭୁବନେଶ୍ୱର : ଆଦିତ୍ୟ ହ୍ୟୁଣ୍ଡାଇରେ ‘ଅଲ୍‍ ନିୟୁ ସାଣ୍ଟ୍ରୋ’ର ବଜାର ପ୍ରବେଶ ହୋଇଯାଇଛି। ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‍ର ସିଇଓ ତଥା ଏମ୍‍ଡି ୱାଇ.କେ. କୋ ଏବଂ ଆଦିତ୍ୟ ହ୍ୟୁଣ୍ଡାଇର ଏମ୍‍ଡି ଆଦିତ୍ୟ ପାତ୍ରଙ୍କ ଉପସ୍ଥିତିରେ ଏହାର ବଜାର ପ୍ରବେଶ କରାଯାଇଥିଲା।
ଏହାର ଏକ୍ସ ଶୋ ରୁମ୍‍ ମୂଲ୍ୟ ୩.୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୫.୪୬ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ଅଲ ନିୟୁ ସାଣ୍ଟ୍ରୋ ଆଧୁନିକ ଷ୍ଟାଇଲିସ୍‍ ଟଲ୍‍ ବୟ ଡିଜାଇନ୍‍, ଆରାମଦାୟକ ଏବଂ ପ୍ରିମିୟମ୍‍ କ୍ୟାବିନ୍‍,ନିୟୁ ଏଜ୍‍ ଟେକ୍ନୋଲୋଜି, ଗ୍ରାହକ କୈନ୍ଦ୍ରିକ ନିରାପତ୍ତା, ଅଲ ରାଉଣ୍ଡ୍‍ ପ୍ରଅଦଶର୍ନ ଏବଂ ସମ୍ପୂର୍ଣ୍ଣ ଶାନ୍ତି ଭଳି ୬ ସ୍ତମ୍ଭ ଉପରେ ଆଧାରିତ।

Leave A Reply