ଆଡପ ମଣ୍ଡପରେ ବିଜେ କଲେ ଚତୁର୍ଦ୍ଧା ବିଗ୍ରହ

0

ପୁରୀ:  ସୋମବାର ସନ୍ଧ୍ୟାରେ  ଗୋଟି ପହଣ୍ଡିରେ  ଆଡପ ମଣ୍ଡପରେ  ଚତୁର୍ଦ୍ଧା ବିଗ୍ରହ ବିଜେ କରିଛନ୍ତି । ସୋମବାର ସନ୍ଧ୍ୟା ୫ଟା୪୦ ରେପୁଷ୍ପାଞ୍ଜଳୀ, ୫ଟା ୪୫ରେ ମଦନମୋହନ ବିଜେ, ୬ଟା .୦୫ରେ ସୁଦର୍ଶନଙ୍କ ପହଣ୍ଡି, ୬ଟା ୨୦ ସମୟରେ ବଳଭଦ୍ର, ୭ଟା ୨୦ ସମୟରେ ସୁଭଦ୍ରା, ଓ ସାତଟା ୫୦ ସମୟରେ  ଜଗନ୍ନାଥଙ୍କର ପହଣ୍ଡି ହୋଇଥିଲା ।  ମହ୍ଗଳବାର ସକାଳେ ଆଡପ ମଣ୍ଡପରେ ଭକ୍ତମାନେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିପାରିବେ ।

ମଙ୍ଗଳବାରରେ ଭକ୍ତମାନେ ଆଡପ ଅବଢା ପାଇ ପାରିବେ । ମଙ୍ଗଳବାର ରାତି ୮ଟାରେ ବନକ ଲାଗି ନୀତି ହେବାକୁ ଥିବାରୁ ରାତି ୮ଟାରୁ ଶ୍ରୀଜୀଉମାନଙ୍କର ଦର୍ଶନ ବନ୍ଦ ରହିବ ।

Leave A Reply