ସଡକ ଦୁର୍ଘଟଣାରେ ୨ ଆହତ ଓ ଜଣେ ଗୁରୁତର

0

ରାଉରକେଲା: ରାଉରକେଲା ଡିଏଭି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଏକ ଡମ୍ପର ଗାଡି ଓଭର ଟେକ କରିବା ବେଳେ ଏକ ବାଇକୁ ଧକ୍କା ଦେଇଥିଲା। ଫଳରେ ବାଇକ ଡମ୍ପର ତଳେ ପଶି ଯାଇଥିଲା । ଏପର୍ଯ୍ୟନ୍ତ ଆହତଙ୍କ ପରିଚୟ ମିଳିନାହିଁ ।

Leave A Reply