ସଡକ ଦୁର୍ଘଟଣାରେ ୨ଗୁରୁତର

0

ଅନୁଗୁଳ : ଅନୁଗୁଳ ଜିଲା ପାଲଲହଡା ୪୯ନମ୍ବର ଜାତୀୟ ରାଜପଥ ଫପଣ୍ଡ ଛକ ନିକଟରେ ସଡକ ଦୂର୍ଘଟଣାରେ ୨ଜଣ ଗରୁତର ହୋଇଥିବା ଜଣାପଡିଛି। ଟ୍ରକ ଓ ବାଇକ୍ ମଧ୍ୟରେ ମୁହାଁ ମୁହି ଧକ୍କା ହେବାଦ୍ବାରା ୨ଜଣ ଗୁରୁତର ହୋଇଛନ୍ତି। ଜଣଙ୍କୁ ଗୁରୁୁତର ଅବସ୍ଥାରେ ପାଲଲହଡା ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳର ହୋଇଥିବା ଜଣାପଡିଛି।

Leave A Reply