ଟ୍ରାକ୍ଟର ଧକ୍କାରେ ଜଣେ ମୃତ ; ଗ୍ରାମବାସୀଙ୍କ ଆନ୍ଦୋଳନ

0

ଜୟପୁର : କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ ସମାଦାପୁଟ ଗ୍ରାମରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ହୋଇଛି। ଏକ ଟ୍ରାକ୍ଟର ଜଣେ ଯୁବକ ଉପରେ ଚଢିଯାଇଥିଲା। ଏହି ଦୁର୍ଘଟଣାରେ ଲକ୍ଷବଚ୍ଚ ହରିଜନଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।

Leave A Reply