ଜେସିବି ଧକ୍କାରେ ବୃଦ୍ଧା ମୃତ

0

ଭବାନୀପାଟଣା : ବଲାଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ ବରଗାଓଁ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏକ ଜେସିବି ଦୁର୍ଘଟଣାରେ ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ସ୍ଥାନୀୟ ଲୋକ ୨୬ ନମ୍ବର ଜାତୀୟ ରଜପଥ ଅବରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀରରେ ମହିଳା ସମାବେଶକୁ ଯାଇଥିବା ଶହ ଶହ ଗାଡି ଦୀର୍ଘ ୫ଘଣ୍ଟା ଧରି ଅଟକି ରହିଛି।

Leave A Reply