ସଡକ ଦୁର୍ଘଟଣାରେ ୨ମୃତ

0

ବରଗଡ: ସୋହେଲା ଥାନା ନିକଟରେ ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଟ୍ରକ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ତଣ୍ଡୋଳ ଗ୍ରାମର ଯୁଧିଷ୍ଠିର ସା(୨୮) ଓ ଚିତାଖାଇ ଗ୍ରାମର ବଳଦେବ ଭୋଇ(୧୭)। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

Leave A Reply