ରାସ୍ତା ତଳକୁ ଖସି ପଡିଲା ବସ୍

0

ମାଲକାନାଗିରି: ମାଲକାନାଗିରି ଥାନା ଅନ୍ତର୍ଗତ ସିନ୍ଦ୍ରିମାଲ ଗାଁ ନକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ମାଲକାନାଗିରି ଆସୁଥିବା ଏକ ଯାତ୍ରୀବାହୀ ବସ୍ ରାସ୍ତା ତଳକୁ ଖସି ପଡିଛି । ଏଥିରେ କେହି ଆହତ ହୋଇ ନଥିବା ଜଣାପଡିଛି । ବସଟି କମ୍ବେଶ୍ବରୀ ଟ୍ରାଭେଲର ବୋଲି ଜଣାପଡିଛି ।

Leave A Reply