ଭାରସ୍ୟାମ ହରାଇ ଓଲଟିଲା ଟ୍ରକ୍, ଚାଳକ ଗୁରୁତର

0

ବାଲେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ନୂଆପଡା ଡିଭିଜନ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଲୁହା ପଥର ନେଇ ବାଲେଶ୍ବର ଯାଉଥିବା ଏକ ଟ୍ରକ୍ ଟି ଭାରସ୍ୟାମ ହରାଇ ଓଲଟି ପଡିଛି । ଫଳରେ ଟ୍ରକ୍ ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏଯାବତ୍ ଗୁରୁତରଙ୍କ ପରିଚୟ ମିଳିନାହିଁ ।

Leave A Reply