ଅଟୋ ଓଲଟି ଜଣେ ମୃତ ଓ ଦୁଇ ଗୁରୁତର

0

ବାଲେଶ୍ବର:  ଅଟୋ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ହେଲେ ମାମୁନ ପ୍ରବିର ପଣ୍ଡା ଏବଂ ତାଙ୍କ ଭଣଜା ଅଶ୍ବନୀ ପଣ୍ଡା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଅଟୋ ଚାଳକ ଓ ଅଶ୍ବନୀ ପଣ୍ଡାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ବାହାନଗା ଗୋପାଳପୁର ରାସ୍ତା ନିକଟରେ ହି ଦୁର୍ଘଟଣା ଘଟିଛି ।

Leave A Reply