ଦୁର୍ଘଟଣାରେ କାର୍ଯ୍ୟରତ କନେଷ୍ଟବଳ ମୃତ

0

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଆସିକା ଥାନା ସୁମନ୍ତପଲ୍ଲି ଗ୍ରାମ ଛକରେ ପିକ୍ଅପ୍ ଭ୍ୟାନ୍ ସହ ଏକ ମୋଟରସାଇକେଲ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦିଗପହଣ୍ଡି ଥାନାର କାର୍ଯ୍ୟରତ କନେଷ୍ଟବଳ ପ୍ରକାଶ ଚନ୍ଦ୍ର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସେପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଅ।ସିକା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ ଅ।ରମ୍ଭ କରିଛି ।

Leave A Reply