ବସ ଓଲଟି ୬ ଶିଶୁଙ୍କ ସମେତ ୧୩ ଗୁରୁତର

ତେଲକୋଇ: କାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବସ ଓଲଟି ପଡି ୬ ଜଣ ଶିଶୁଙ୍କ ସମେତ ୧୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବସଟି କେନ୍ଦୁଝର ମନୋହାପୁର ଗାଁରୁ ତେଲକୋଇର କତରାପାଲି ଯାଉଥିବା ଜଣାପଡିଛି। ଖବର ଲେଖା ହେବା ବେଳକୁ ଏନେଇ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ ।

Comments are closed.