ଖଣିରେ ଅଘଟଣ: ଦୁଇ ଆହତ

0

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଅଞ୍ଚଳରେ ଏମ୍‍ସିଏଲ୍‍ର ଲାଜକୁରା ଖଣିରେ ଜଳନ୍ତା କୋଇଲା ପଡ଼ି ଦୁଇ ଜଣ ଠିକା ଶ୍ରମିକ ଆହତ ହୋଇଛନ୍ତି। ସେମାନେ ହେଲେ ସୁଶାନ୍ତ ମହାନନ୍ଦ ଓ ଶଙ୍କର ତନ୍ତି। ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଛି।

Leave A Reply