ସଡକ ଦୁର୍ଘଟଣାରେ ମହିଳା ମୃତ

0

ଭଦ୍ରକ: ଆଜି ସକାଳେ ଭଦ୍ରକ-ଆନନ୍ଦପୁର ରାସ୍ତାରେ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ତୃପ୍ତିପ୍ଳାଜା କଲ୍ୟାଣ ମଣ୍ଡପ ନିକଟରେ ସ୍କୁଟିରୁ ଖସିପଡି ରାସ୍ତା ଉପରେ ପଡିଥିବ ବେଳେ ପଛରୁ ଆସିଥିବା ଏକ ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲେ । ମୃତ ମହିଳାଙ୍କ ଘର କେନ୍ଦୁଝର ଜିଲା ହାଟତିହ ବ୍ଳକ୍ ଅଞ୍ଚଳରେ ବୋଲି ଜଣାପଡିଛି । ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ।

Leave A Reply