ସଡକ ଦୁର୍ଘଟଣାରେ ଜଣେ ମୃତ

ବାଲେଶ୍ବର : ସିମୁଳିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ହୋଇଛି। ଏଥିରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଭୋର ପ୍ରାୟ ୩ଟା ସମୟରେ ଭଦ୍ରକରୁ ବାଲେଶ୍ବରକୁ ଏକ ବାଲି ଟ୍ରକ ଯାଉଥିଲା। ଟ୍ରକଟିକୁ ଏକ କ୍ଷୀର କ୍ୟାଣ୍ଟର ଗାଡି ଧକ୍କା ଦେଇଥିଲା। ଏଥିରେ ଟ୍ରକ ଡ୍ରାଇଭରଙ୍କ ଗୋଡ ଦୁଇ ଖଣ୍ଡ ହୋଇଯାଇଥିବା ଜଣାପଡିଛି।

Comments are closed.