ଘାଟିରେ ଟ୍ରକ ଦୁର୍ଘଟଣା ; ଜଣେ ମୃତ

ଭଞ୍ଜନଗର : ଭଞ୍ଜନଗର ସ୍ଥିତ କଳିଙ୍ଗ ଘାଟିରେ ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏହାସହ ଦୁର୍ଘଟଣା ଗ୍ରସ୍ତ ଟ୍ରକ ଭିତରେ ଆଉ ଜଣେ ଚାପି ହୋଇ ରହିଥିବାର ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ତଦନ୍ତ କରୁଛି।

Comments are closed.