ଘାଟିରେ ଓଲଟିଲା ଟ୍ରକ ; ଦୁଇ ମୃତ

ରାୟଗଡା : ରାୟଗଡାର ଏକ ଘାଟି​‌ରେ ଟ୍ରକ ଓଲଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଶେଷଖୋଲ ଥାନା ପାର୍ତ୍ତାପୁର ଘାଟିରେ ଟ୍ରକଟି ସୋମବାର ଦିନ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଟ୍ରକର ଡ୍ରାଇଭର ଓ ହେଲପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ତେବେ ଟ୍ରକଟି କୋଇଲା ନେଇ ଯାଉଥିବା  ବେଳେ ଏହି ଦୁର୍ଘଟଣା ଘଟିଛି।

Comments are closed.