ଓଲଟି ପଡିଲା ମିନିବସ, ଘଟଣାସ୍ଥଳରେ ଜଣେ ମୃତ

0

ବିଜେପୁର: ବରଗଡ଼ ଜିଲ୍ଲାର ବିଜେପୁର ନିକଟ ପହଣ୍ଡି ଗ୍ରାମ ନିକଟରେ ଏକ ମିନିବସ ଓଲଟି ପଡି ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ୫ଟା ସମୟରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପଡା ଗ୍ରାମର ଥାବିର ତ୍ରିପାଠୀ (୫୫) । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

Leave A Reply