ଚକା ମରାମତି ବେଳେ ଅଘଟଣ; ହେଲ୍ପରର ହାତ କଟିଲା

0

ସୋର : ବାଗୁଡି ରାସ୍ତା ଆଙ୍ଗୁଳା ଛକ ନିକଟରେ ଅଘଟଣ ଘଟିଛି । ହାଇୱା ଟ୍ରକର ଚକା ମରାମତି କରୁଥିବା ଜଣେ ହେଲ୍ପରର ଡାହାଣ ହାତ କଟି ଯାଇଛି । ଗୁରୁତର ଅବସ୍ଥାରେ ହେଲ୍ପରକୁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଚିକତ୍ସାଧୀନ ରହିଛନ୍ତି ।

Leave A Reply