ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ

0
133

ବାଲେଶ୍ବର : ବାଲେଶ୍ବର ଜିଲା ଚାନ୍ଦିପୁର ଛକ ନିକଟରେ ସଡକ ଦୁର୍ଘଟଣା ଜଣେ ଯୁବକ ମୃତ୍ୟୁ ଘଟିଛି । ଯୁବକ ଜଣଙ୍କ ବାଇକରେ ନିଜ ମା’ଙ୍କୁ ବସାଇ ନେଇ ଯାଉଥିବା ବେଳେ ଛକ ନିକଟରେ ଥିବା ଏକ ମୋଡରେ ବାଉଁଶ ବୋଝେଇ ଯନ୍ତ୍ରଚାଳିତ ଟଲିରେ ପିଟି ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲ ଜଣାପଡିଛି ।

Facebook Comments

READ  କ୍ଷୀରରେ ଡାଲଚିନି ଗୁଣ୍ଡ ମିଶାଇ ପିଇବାର ଲାଭ