ଘାଟିରେ ଓଲଟିଲା ପିକଅପ ଭ୍ୟାନ, ୨ ଗୁରୁତର

0

କେନ୍ଦୁଝର : ଯୋଡା ଥାନା ଅନ୍ତର୍ଗତ ଇଙ୍ଗାଣିଝରଣ ଘାଟି ନିକଟରେ ଏକ ପରିବା ବୋଝେଇ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ୨ ଜଣ ଗୁରୁତର ହୋଇଥିବା ବେଳେ ୮ଜଣ ଆହତ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply