ସଡ଼କ ଦୁର୍ଘଟଣାରେ ଜଣେ ମୃତ

0

ସୁନ୍ଦରଗଡ଼ : ସଦର ଥାନା ଏମସିଏଲ ରାସ୍ତାର ଇବ ନଦୀ ବ୍ରିଜ ଉପରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ବାଇକ ଆରୋହୀଙ୍କୁ ଏକ ଟ୍ରକ ଧକ୍କା ଦେବା ଫଳରେ ଏପରି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଟ୍ରକ ଡ଼୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।

Leave A Reply