ସଡ଼କ ଦୁର୍ଘଟଣା ; ୩ ଗୁରୁତର

0

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ଼ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ପୁରୁଣାଗଡ଼ ଶାସନ ବଜାର ନିକଟରେ ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକା ଫଳରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଅନୁଗୋଳ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଆହତଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ଅନଗୁଳ ଥାନା ପିଏସଆଇ ସବ ଇନ୍ସପେକ୍ଟର କରୁଣ ବେହେରା ଓ ଚନ୍ଦନ ସାହୁ।

Leave A Reply