ବସ ଦୁର୍ଘଟଣାରେ ୧୦ ଯାତ୍ରୀ ଗୁରୁତର

0

ମାଲକାନଗିରି: ଜୟପୁରରୁ ଚିତ୍ରକୋଣ୍ଡା ଯାଉଥିବା ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ବିଏସଏଫ ଯବାନ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣା ପରେ ବସ୍ ଚାଳକ ଗିରଫ ହୋଇଯାଇ ଥିବା ଜଣାପଡିଛି ।

Leave A Reply