ଅଟୋ ଓଲଟି ୭ ଆହତ

0

ଉଦଳା : ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ଯିବାରୁ ୭ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମଙ୍ଗଳପୁର ନିକଟରେ ଘଟିଛି। ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ଶ୍ରମିକମାନେ ବାଗୁଡି ପଥର ଖାଦାନକୁ କାମ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

 

Leave A Reply