ଓଲଟି ପଡ଼ିଲା ଆମ୍ବୁଲାନ୍ସ

0

ନୟାଗଡ଼ : ନୂଆଗାଁ ପଞ୍ଚୁପାଣ୍ଡବ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ କଟକରୁ ଶବ ନେଇ ଦଶପଲ୍ଲା ଯିବା ବେଳେ ଦୁର୍ଘଟଣା ଘଟିଥିଲା। ହଠାତ୍‍ ଭାରସରମ୍ୟ ହରାଇ ଆମ୍ବୁଲାନ୍ସଟି ରାସ୍ତା କଡ଼କୁ ଓଲଟିପଡ଼ିଥିଲା । ଘଟଣା ସ୍ଥଳରେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।

Leave A Reply